ନିର୍ବାଚନ ବିଜୟ ଉତ୍ସବରେ କଟକଣା : ବିନା ଅନୁମତିରେ ପାଳନ କରିପାରିବେନି ଉତ୍ସବ

ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି। କିଛି ପ୍ରାର୍ଥୀ ନିର୍ବାଚନରେ ବିଜୟୀ ହୋଇସାରିଛନ୍ତି। କିନ୍ତୁ ନିର୍ବାଚନ ଜିିତିଥିଲେ ବି ନିଜ ଇଚ୍ଛା ହିସାବରେ ବିଜୟ ଉତ୍ସବ ପାଳନ କରିପାରିବେ ନାହିଁ। ଏଥି ପାଇଁ କଟକଣା ଲାଗୁ ହୋଇଯାଇଛି। ବିନା ଅନୁମତିରେ ବିଜୟ ଉତ୍ସବ ପାଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, … Continue reading ନିର୍ବାଚନ ବିଜୟ ଉତ୍ସବରେ କଟକଣା : ବିନା ଅନୁମତିରେ ପାଳନ କରିପାରିବେନି ଉତ୍ସବ